STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Children Stories

2  

ନାୟକ ଅକ୍ଷୟ ରାଜହସ୍ତୀ

Children Stories

ପକ୍ଷୀ ରାଜ ଘୋଡା

ପକ୍ଷୀ ରାଜ ଘୋଡା

1 min
2.5K

ଖୁବ୍ ମନେ ପଡୁଛି

ପିଲା ଦିନ ର ସାଇକେଲ ଚଢା

କେତେ ଯେ ଖଣ୍ଡିଆ ଖାବରା କରି

ବୋଉ ଠୁ ମାଡ ଖାଇଚି ତାର ହିସାବ ନାହିଁ

ହେଲେ ସବୁ ଦୁଃଖ ଭୁଲି ଯାଏ

ବାଲ୍ଯ ସାଥୀ ପିଙ୍କିକୁ ନେଇ ପଛରେ ବସେଇ

ଗାଆଁ ଦାଣ୍ଡରେ ଘେରାଏ ବୁଲି ଆସି ତାର ଇଚ୍ଛାକୁ ପୂର୍ଣ୍ଣ କରି ଦକ୍ଷ ଚ ଢାଳି ଟିଏ ହେବା

ଶୂନ୍ ଗାଡିରେ

ଶୂନ୍ ଶାନ୍ ରାସ୍ତାରେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍