Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

TUKUNA SAHU

Others

3  

TUKUNA SAHU

Others

ପିଠା

ପିଠା

1 min
351


ପିଠା ପିଠା ବୋଲି ସଭିଁଏ କହିଲେ

ପାଟିରୁ ଝରିଲା ଲାଳ

ଖାଇବା ପାଇଁ ମୁଁ ଆତୁର ହୋଇଲି

ଦୁଇ ଘଡ଼ି ହେଲା ବେଳ ।

ପିଠା ମିଠା ଭାଇ କିଛି ମିଳିଲାନି

ଲୋକ ଖାଲି ମାଳ ମାଳ

ସଭିଏଁ କହିଲେ ସଚେତନ ହୁଅ

ନହେଲେ ପୂରିବ କାଳ ।

ସବୁ ସରକାର ଯୋଜନା ଲୋକଙ୍କୁ

କରିବ କାଳେ ସବଳ

ବୁଝିବା ପାଇଁ ତ ସନ୍ଧ୍ୟା ହେଲା ମୋତେ

ସରକାରଙ୍କ ଏ ଖେଳ ।

ନିର୍ବାଚନ ବେଳ ପାଖେଇ ଆସିଲା

ନେତାଙ୍କର ବହେ ଝାଳ

ପିଠା ପିଠା ବୋଲି ଚିତ୍କାର କରନ୍ତି

ହେବାକୁ ନିଜେ ସବଳ ।

ଜନତାଙ୍କ ଟଙ୍କା ଖାଇ ଖାଇ ସିଏ

କରୁଛନ୍ତି କେତେ ଘର

ଆଜି ଯେବେ ପୁଣି ମଉକା ମିଳୁଛି

ସେଥିରେ ଚଉକା ମାର ।

ଟୁକୁନା ସାହୁ

ସାନ୍ତରା ପଲ୍ଲୀ, ଗଞ୍ଜାମ


Rate this content
Log in