Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

smrutirekha das

Children Stories Fantasy

4.5  

smrutirekha das

Children Stories Fantasy

ପିତା

ପିତା

1 min
619


ପିତା ସ୍ୱର୍ଗ ପିତା ଧର୍ମ

       ପିତା ତୁମେ ଦୁନିଆରେ ସବୁଠୁ ମହାନ,

ଆକାଶଠୁ ମହାନ ହୃଦୟ ତୁମର

      ତୁମ ବିନା ମୂଲ୍ୟ ହୀନ ଅଟେ ଏ ଜୀବନ ।


ସଂସାର ବାଟରେ  ଚାଲିବାକୁ ତୁମେ

      ଦେଖାଇଛ ନୂଆ ପଥ,

  ହାତ ଛାଡିଦେଲେ ଝୁଣ୍ଟି ପଡିବି ମୁଁ

           ଚିହିଁବିନି ମିଛ ସତ ।


 ଆଖିରେ ଭରିଛ ଆଖିଏ ସପନ

           ଆମ ପାଇଁ ଖାଲି ସିନା,

ଜୀବନ ଯୁଦ୍ଧରେ ହାରିବିନି ବୋଲି

        ତୁମେ କରିଅଛ ପଣ ପରା ।


ମୁଁ କାହୁଁ ବୁଝିବି ତୁମ ପ୍ରତିଦାନ

       ତାର ତ ତୁଳନା ନାହିଁ

କ୍ଷୁଦ୍ର ଏଇ ମନ ଉଡେ ତ ଆକାଶେ

       ସ୍ୱାର୍ଥ ଭରା ସ୍ବପ୍ନ ନେଇ ।


ମୋ ହୃଦୟ  ମନ୍ଦିରରେ

      ବାପା ତୁମେ ଚଳନ୍ତି ଦେବତା

ତୁମ ହାତେ ହାତ ଥିଲେ  ଜାଣେ ମୁହିଁ

   କେବେ ନଇଁବନି ମୋର ମଥା ।

    


Rate this content
Log in