STORYMIRROR

MADHU MITA

Others

3  

MADHU MITA

Others

ପିମ୍ପୁଡ଼ି

ପିମ୍ପୁଡ଼ି

1 min
45


ମାଡି ଚାଲିଥିଲି ମତ୍ତ ହସ୍ତୀ ପରି..

ଶୁଣ୍ଢେ ପଶିଲା ପିମ୍ପୁଡ଼ି..!!


କୁଣ୍ଡାଇ ନ ପାରି କୁଣ୍ଡାଇ ହେବାରୁ..

ପଡ଼ିଗଲି ଆଣ୍ଠୁମାଡ଼ି..!!??


ଭଲା ଆଧୁନିକ ଜ୍ଞାନ..

ତୃତୀୟ ବିଶ୍ଵ ସମରେ ହାରିଲା..

ନ ପାଇ ଓଷ ସନ୍ଧାନ..!!??


ଚନ୍ଦ୍ରକୁ ଜିତିଲି ମଙ୍ଗଳ ହାରିଲା..

ଛାର ଭୁତାଣୁ ମାଇଲା..!!


ଜାତିସଙ୍ଘ ଗଲା ହୁ ହାରିଗଲା

ବିଜ୍ଞାନ ହେଲା ଘାଇଲା..!!??


ସତେ ହିରଣ୍ୟ ଆସିଲା..

ଅଜଣା ଅଦୃଶ୍ୟ ବଇରୀ ହୋଇକି..!!

ଏତେ ହନ୍ତସନ୍ତ କଲା..!!??


ଟେକ୍ନୋଲୋଜି ମୁଣ୍ଡ କୁଣ୍ଡାଇଲା..

ଭେଷଜ ବୁଦ୍ଧି ବି ବାମ..!!


ପୂଳା ପୁଳା ଟଙ୍କା କାଗଜ ସାଜିଲା..

ରଖି ପାରୁନି ଜୀବନ..!!??


ହାଏ ଶୁଣ୍ଢର ପିମ୍ପୁଡ଼ି..

କାମୁଡି କାମୁଡି ଜୀବନ ନେଲେ ବି

ଖାଲି ଛାଡ଼ି ହୁଏ ରଡ଼ି..!!??



Rate this content
Log in