STORYMIRROR

Chittaranjan Nanda

Children Stories

3  

Chittaranjan Nanda

Children Stories

ପିଲେ ହୁଅ ବିଶ୍ଵକର୍ମା

ପିଲେ ହୁଅ ବିଶ୍ଵକର୍ମା

1 min
151


ଶୁଣ ହେ ପିଲେ କିଏ ବିଶ୍ବକର୍ମା ଦେବ

ତାଂକରି ଯୋଗୁଁ ହିଁ ବିଶ୍ବର ସୃଷ୍ଟି ସମ୍ଭବ

କାରିଗରୀ କଳାର ଯେତେ ଆଧାର

ଗଢ଼େ ଏ ସଂସାରେ ସେ ଇଂଜିନିୟର

ତା ସୃଷ୍ଟରେ ସବୁ ସୌନ୍ଦର୍ଯ୍ୟ ଭରିଛି

ତାଂକ ଯୋଗୁଁ ପୃଥିବୀ ସୁନ୍ଦର ଦିଶୁଛି

ଆମେ ହେବା ଭବିଷ୍ୟତରେ ଇଂଜିନିୟର

ପ୍ରକୃତିରେ ଅଛି ଯାହା କରିବାନି ଛାରଖାର

ଅତୀତେ ପ୍ରକୃତିକୁ୍ ନାଶି ଜଙ୍ଗଲକୁ କାଟିଛେ

କୃତ୍ରିମତା ଆଡ଼େ ଯାଇ ଧ୍ୱଂସ ଆଡକୁ ଯାଇଛେ

କେତେ କଳ କାରଖାନା ପ୍ରତିଷ୍ଠା କରିଛେ

ପରିବେଶ ନଷ୍ଟ କରି ପ୍ରଦୂଷଣ ବଢ଼ାଇଛେ

ନିଜ କୁରାଢ଼ିରେ ନଜର ପାଦକୁ ତ ହାଣିଛେ

ଅସାଧ୍ୟ ରୋଗ ହୋଇ କର୍ମ ଫଳ ଭୋଗୁଛେ

ପାହାଡ଼ର ସବୁଜିମା ପରଶରେ ନାଚେ ମନ

ଅତୀତ ରୋମନ୍ଥନରେ ଦୁଃଖ ହେବାନି ଜାଣ

ନବ ଯୁଗର ପିଲାଏ ହୁଅ ବିଶ୍ବକର୍ମାର ବଂଶଧର

ବୈଜ୍ଞାନିକ ହୁଅ, ସୁତ୍ରଧାର ହୋଇ ଦୂର କର

ପ୍ରଦୂଷଣ ଜହର. ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍