STORYMIRROR

Dr. Rajib Lochan Panigrahy

Children Stories Fantasy Inspirational

4  

Dr. Rajib Lochan Panigrahy

Children Stories Fantasy Inspirational

ପିଲାମାନେ

ପିଲାମାନେ

1 min
387


ପିଲାମାନେ ଅଟନ୍ତି ସଭିଏଁ

ଭବିଷ୍ୟତ ନାଗରିକ,

ପାଠ ପଢି ସେମାନେ ହୋଇବେ 

ଦେଶ ଗଠନର ମନ୍ତ୍ର,

ଦେଶକୁ ଆଗେଇ ନେବାରେ

ହୋଇବେ ମୁଖ୍ୟ ପୁରୋଧା,

ଦେଶ ରାଜନୀତି, ଅର୍ଥନୀତି

କରିବେ ସେମାନେ ସମୃଦ୍ଧ,

ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ,

ଗବେଷଣା ରେ ଆଗେଇବେ

ଦେଶ ବିଦେଶରେ ଶ୍ରେଷ୍ଠ ହୋଇ

ଭାରତକୁ ବିଶ୍ୱ ଗୁରୁ ବାନେଇବେ,

ପାଠ ପଢ଼ି ବଡ ହୋଇ

କିଏ ହେବ ରାଜନେତା

କିଏ ହେବ ଡାକ୍ତର ଅବା

କିଏ କରିବ ଶିକ୍ଷକତା,

କିଏ ହେବ କୃଷକ ଅବା

କିଏ ଶିଳ୍ପ ନିର୍ମାତା,

ଶିଳ୍ପ ବାଣିଜ୍ୟ ଗବେଷଣା

ପିଲାବେଳୁ ଶିକ୍ଷା ତାଙ୍କୁ

ସହାୟ ହୋଇ ଗଢ଼ିବ

ଦେଶ ପ୍ରଗତିରେ ଭରଣା,

ଏହି ସବୁ କଥା ହେଜି

ପଣ୍ଡିତ ନେହେରୁ ଦିନେ

କରିଲେ ନିଜ ଜନମ ଦିନକୁ

ଦେଲେ ପିଲାଙ୍କୁ ଉତ୍ସର୍ଗୀ,

ସେ ଦିନଠୁଁ ଦେଶରେ ସଭିଏଁ

ଜାଣିଲେ ଭବିଷ୍ୟତ ପିଲାମାନେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍