STORYMIRROR

Dipti lekha Mishra

Others

2  

Dipti lekha Mishra

Others

ପିଆଜ

ପିଆଜ

1 min
235

ତୁ ତ ଦେଖିବାକୁ ଅଟୁ ଭାରୀ ସୁନ୍ଦର

ନାଲିଆ ରଙ୍ଗଟି ଉପର ଘର

ଭିତରେ ଧୋବ ଫରଫର

ଗଛଟି ତୋର ସବୁଜ ସୁନ୍ଦର ॥


ରୋଷେଈ ଘରେ ବାସ ତୋହର

ତୁ ନଥିଲେ ଖାଦ୍ୟ ଅରୁଚିକର

ତୋତେ ଖାଇବାକୁ ସବୁ ତରତର

ତୋ ଗୁଣ ସତେ କେତେ ସୁନ୍ଦର ।


ବିନା କାରଣରେ କନ୍ଦାଇଦେଉ

ଆଖିରୁ ଲୁହ ବୁହାଇଦେଉ

ଏ ଗୋଟିକ ଗୁଣ ଭଲ ନୁହଁଇ

ଆଉ କିଛି କଥା କହିବି ନାଈଁ ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍