Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gupteshwar Nanda

Others

2  

Gupteshwar Nanda

Others

ଫୁଟବଲ୍

ଫୁଟବଲ୍

1 min
6.7K


ଖେଲର୍ ଭିତ୍ରେ ରଜା ହେଉଛେ

ଇ ଖେଲ୍ ଫୁଟବଲ୍।

ନି ଜାନି କରି ନି ପାରି କରି

କାହିଁ ହେସୁ ମଲ୍ ମଲ୍ ।

ସବୁ ଖେଲ୍ ନୁ ଇ ଖେଲ୍ ଟା

କେତ୍ ନି କେତେ ଜାନ୍ଦାର୍

ଇ ଖେଲ୍ କେ ଖେଲ୍ଲା ପିଲେ

ଦେଖ୍ଲେ ଲାଗ୍ସନ୍ ଦମ୍ -ଦାର୍ ।

ଇ ଖେଲ୍ ରେ ଜିତ୍ ବାର୍ ଲାଗି

ଦୁଇ ଦଲ୍ ଖେଲ୍ ସନ୍ ଜୋରଦାର୍।

ହେଲେ ଖେଲ୍ ଥି ସେ ଦଲ୍ ଜିତ୍ ସି

ଯେନ୍ ଦଲ୍ ଖେଲ୍ ସି ଶାନ୍ ଦାର୍ ।

ଗୁପ୍ତେଶ୍ଵର ନନ୍ଦ । , ଶଙ୍କରା, ବିନିକା, ସୁବର୍ଣ୍ଣପୁର


Rate this content
Log in