STORYMIRROR

Hrushikesh Satpathy

Others

2  

Hrushikesh Satpathy

Others

ଫୁଲ ପାଖୁଡା

ଫୁଲ ପାଖୁଡା

1 min
14K


ଫୁଲ ପାଖୁଡାଟି ହସି ହସି କହେ

ସୌରଭ ମୋର ବିିଛେଇ ଦେବି।

ସେଇ ସୁରଭିିିରେ ସଂସାର ହସିବ

ମୁଁ ନିଜେ ଖୁୁସିରେ ଦିିିନ କାଟିବି।

ଜଗତ ହିତରେ ଯଦି ମୁଁ ଲାଗିବି

ମୋର ଏ ଜନମ ସଫଳ ହେବ।

ଅଳପ ଜୀବନ ହେଲେ ଯାଏ କେତେ

ଯୁଗ ଯୁଗ ଧରି କଥା ରହିବ।


Rate this content
Log in