STORYMIRROR

Manaswinee Dash

Others

3  

Manaswinee Dash

Others

ପହର

ପହର

1 min
109

ଦିନର ପ୍ରଥମରେ ଚାରିଆଡ଼େ ବିଛୁରିତ ଲାଲିମା ମାନ, 

ଉଦୟମାନ ସୂର୍ଯ୍ୟଙ୍କ ଦେନ, 

ସବୁ ଜିନିଷ ଧାରଣ କରେ ସେହି ଲୋହିତ ବର୍ନ, 

ପ୍ରଫୁଲ୍ଲିତ ହୁଏ ମନ। 


ଧୀରେ ଧୀରେ ସୂର୍ଯ୍ୟ ଯେତେବେଳେ କରନି ଉର୍ଦ୍ଧ୍ବକୁ ଗମନ, 

ନାଲି ପନ୍ଦର ହୁଏ ଅବସାନ, 

ଧଳା କିରଣ କରେ ଆସ୍ତରଣ, 

ସବୁ ଆଡେ ବିଛ୍ଛରିତ ଏ କିରଣ। 


ନାଲି ରଙ୍ଗ ଯାଏ ଅପସରି, 

ସବୁକିଛି ହସି ଊଠେଆଲୋକ ଗ୍ରହଣ କରି, 

ସବୁଜ ବାନାନୀ ଦିଶେ କେଡେ ସୁନ୍ଦରି, 

କରେ ଊପଭୋଗ ମନଭରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍