Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Others

2  

ପ୍ରଶାନ୍ତ କୁମାର ବେହେରା

Others

ପହଣ୍ଡିରେ ଝୁଲି ଝୁଲି

ପହଣ୍ଡିରେ ଝୁଲି ଝୁଲି

1 min
6.0K



ମହାବାହୁ ନାମ ସହ

ମା ଦୁର୍ଗାଙ୍କ ନାମ ବି

କରିଛ ଧାରଣ ।


ନିତି ଦିନ ଉମରକୋର୍ଟରୁ

ନବରଙ୍ଗପୁର ଯାଇ

ପୁଣି ଫେରୁଛ ।


ତୁମ ସିଟ୍ ରେ ବସି

ଯାତ୍ରୀ ଯଆନ୍ତି

ପହଣ୍ଡିରେ

ଝୁଲି ଝୁଲି ।


ବର୍ଷା ହେଲେ

ତୁମ ଭିତରେ

ଛତା ମାରିବାର

ସୁବିଧା ବି ରଖିଛ ।


ଧନ୍ୟ ତୁମେ

ଯାତ୍ରୀବାହି ବସ୍

ଓର୍. ଦଶ ଏଚ୍.

ଦୁଇ ଚାରି ଶୁନ ଏକ

ହେଉଛି ତୁମ ନମ୍ୱର ।


ଧନ୍ୟ ତୁମ ମାଲିକ

ଧନ୍ୟ ବି ସେ ଆର୍. ଟି. ଓ.

ଯିଏ ଯାତ୍ରୀଙ୍କ ଜୀବନ ସହ

ଖେଳିବାକୁ ଦେଇଛି ତୁମକୁ

ଫିଟନେସ୍ ସାର୍ଟିଫିକେଟ ।


----------


ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in