STORYMIRROR
ଫିକା ରଙ୍ଗ
ଫିକା ରଙ୍ଗ
Sudipta Behera
Others
3
-
Originality :
3.0★
by 1 user
-
-
Language :
3.0★
by 1 user
-
Cover design :
3.0★
by 1 user
Sudipta Behera
Others
3
-
Originality :
3.0★
by 1 user
-
-
Language :
3.0★
by 1 user
-
Cover design :
3.0★
by 1 user
ଫିକା ରଙ୍ଗ
ଫିକା ରଙ୍ଗ
ସମୟର ଦାବ ଦହନରେ
ବଦଳିଛି ସମ୍ପର୍କ
ସ୍ୱାର୍ଥ ରାଜକୀୟ ଠାଣି
ଭୁଲି ଛି ବନ୍ଧୁତ୍ୱ
ଧନ ଗର୍ବେ ମତାନ୍ଧେ
ବିନା ୟୁଦ୍ଧେ ଦେବି ନାହିଁ
ସୁଚ୍ୟଗ୍ର ମେଦିନୀ '
ମାନବ ଦାନବ ସାଜି
ଖେଳେ ଆଜି ରକ୍ତର ହୋଲି
ଲାଗେ ସବୁ ଫିକା ଫିକା
ରଙ୍ଗ ହୀନ ରଙ୍ଗର ରଙ୍ଗୋଲି I
More oriya poem from Sudipta Behera
Download StoryMirror App