STORYMIRROR

Disambar Meher

Others

2  

Disambar Meher

Others

ଫଗୁନ୍ ଆସୁଛେ

ଫଗୁନ୍ ଆସୁଛେ

1 min
351



ଲାଲ୍ ଜରଜର୍

ପଲସା ଫୁଲ୍ ଦିସୁଛେ

ଧରତି ମାଁ ମୁଲୁର୍ ମୁଲୁର୍

କେଡେ ସୁନ୍ଦର ହସୁଛେ

ଫଗୁନ୍ ଆସୁଛେ ହୋ

ଫଗୁନ୍ ଆସୁଛେ ।।

ଆମ୍ ବାଉଲ ମହମହ

ମହକି ଯାଉଛେ

କୋଇଲି କୁହୁକୁହୁ

କେତେ ସୁରେ ଗୀତ୍ ଗାଉଛେ

ଫଗୁନ ଆସୁଛେ ହୋ

ଫୁଗୁନ୍ ଆସୁଛେ ।।

ଇ ଫୁଲ୍ ନୁ ସେ ଫୁଲ୍କେ

ଭମର୍ ଉଡି ବୁଲୁଛେ

ରସାଲି ଲହରମନି ମୁଡେ

ମଲୀ ଫୁଲ୍ ଖୁଚିଛେ

ଫଗୁନ୍ ଆସୁଛେ ହୋ

ଫଗୁନ୍ ଆସୁଛେ ।।

ଫଗୁନର୍ ରଙ୍ଗେ ନନି

ରଙ୍ଗେଇ ହେଇଛେ

ଗୁଡେ ବାନ୍ଧି ପାଏଁରୀ

ପ୍ରେମ୍ ସୁରେ ନାଚୁଛେ

ଫଗୁନ୍ ଆସୁଛେ ହୋ

ଫଗୁନ୍ ଆସୁଛେ ।।


ଡିସମ୍ୱର ମେହେର

ଗଣ୍ତାବାହାଲି


Rate this content
Log in