STORYMIRROR

Jagabandhu Sahu

Others

2  

Jagabandhu Sahu

Others

ଫେରୁଛି ଆଜି ମୁଁଁ ଜନ୍ମ ଭୂମିକୁ

ଫେରୁଛି ଆଜି ମୁଁଁ ଜନ୍ମ ଭୂମିକୁ

1 min
997


ସୂର୍ଯ୍ଯ ଫେରିଲେଣି ମାଆର କୋଳକୁ

ଅନ୍ଧାର ଆସୁଛି ମାଡି

ଫେରୁଛି ଆଜି ମୁଁ ମୋ ଜନ୍ମ ଭୂମିକୁ

ଚଢି ଯେ ଓଡିଶା ଗାଡି

ବାପା ମାଆ ଭାଇ ବନ୍ଧୁ କୁଟୁମ୍ବଙ୍କ

ସାକ୍ଷାତ ହୋଇବ ମୋର

ସୁଖ ଶାନ୍ତିରେ ଯେ ପୁରି ଉଠୁଥିବ

ସୁନା ସଂସାରଟି ମୋର

ମାଆ ହାତ ରନ୍ଧା ଖାଇବି ଆନନ୍ଦେ

ଲାଗିବ ଅମୃତ ସମ

ଅଭାବି ସଂସାରେ ସବୁ ପାଇଯିବି

ଖୁସିରେ କାଟିବି ଦିନ


ପ୍ରେମ୍ କବି ଜଗବନ୍ଧୁ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍