STORYMIRROR

Puspanjali Panda

Others

4  

Puspanjali Panda

Others

ଫେରିବା ବେଳା

ଫେରିବା ବେଳା

1 min
216


ମୁଁ କିଛି କହିଥିଲି

ତମେ କିଛି କହିଥିଲ

ସହିଥିଲା ଦୁହିଙ୍କ ସମୟ

ସେବେଠୁ ସମୟ ୠଷି ବସିଛି..!

ଆଜି ଘର ପାଖ ଆମ୍ବ ଡାଳରେ

ହଳଦୀବସନ୍ତ 

ଏ ଡାଳରୁ ସେ ଡାଳ ଉଡ଼ି ବୁଲୁଛି ।।


ହେ

କଥା ଥିଲା ପରା

ସାତ ଜନ୍ମ ପାଇଁ ତମେ ମୋର ମୁଁ ତମର

ଶୁଣିଥିଲେ ପ୍ରେମ କାଳେ ଅମର।


ହେଇପାରେ ,

ତମେ,ତମ ଫେରିବା ବେଳା ସମାନ।

ଅପେକ୍ଷା ଏଯାଏଁ ସରୁନି

ହଳଦୀବସନ୍ତ ସେମିତି ଡେଉଁଛି।।


Rate this content
Log in