Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

3  

Amiya Bej

Others

ଫେରିଆସ

ଫେରିଆସ

1 min
6.7K


✿✿ ଫେରିଆସ ✿✿

‌ଫେରିଆସ ପୁଣିଥରେ ...
‌ଯାଇଛ ତ ଯାଇଛ ମନମାରି
‌ନିଦାଘର ଅଂହକୁ ଦେହେ ଧରି
‌ତୁହା ତୁହା ବର୍ଷାର କୋହ ଭରି
‌ଯାଇଛ ତ ଯାଇଛ କଥା ସାରି ।

ଭାବ ଥରେ,

ଏ‌ ଥରହର ଦେହ ଧରି, ଆନମନା ମନ ପାରି
‌କେମିତି ଯେ ତୁମ ବିନା,ଏକା ଏକା ହେବ ରହି


‌ଫେରିଆସ ପୁଣିଥରେ
‌ନଯାଉ ଏ ଶୀତ ସରି...........।।


✿✿✿


Rate this content
Log in