Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BANITA SAHU

Others

3  

BANITA SAHU

Others

ଫେରେଇ ଦିଅ ପ୍ରଭୂ ଅତୀତର ଅଭୁଲାଦିନ

ଫେରେଇ ଦିଅ ପ୍ରଭୂ ଅତୀତର ଅଭୁଲାଦିନ

1 min
80


ମୁଁ ଯେତେବେଳେ ରାସ୍ତା କଡରେ ଯାଉଥିଲି

କେତେ ଗାଡି ମଟର ତାର ହିସାବ ମୁଁ ପାଉନଥିଲି l


କିନ୍ତୁ ସମୟର ଗତିବିଧିରେ ସବୁ କିଛି ବଦଳି ଗଲା

ନା ଦେଖିବାକୁ ପାଉଛି ମୁଁ ସେହି ମଟର ଗାଡି

ନା ଅଛି ସେହି ରାସ୍ତା କଡରେ ବରା ଗୁଗୁନି l


ଭାରି ମନେ ପଡୁଛି ଆଜି ବିତିଯାଇଥିବା ଅଭୁଲାଦିନ

ଫେରେଇ ଦିଅ ପ୍ରଭୂ ସେହି ଅତୀତର ଖୁସିଭରା ଦିନ l


ନା ଅଛି ଗୁପ୍ ଚୁପ୍ ନା ଅଛି ଦହି ବରା ଆଳୁଦମ୍  

ନା ଶୁଣା ଯାଉଛି ଟ୍ରେନ୍ର ଚୁକ୍ ଚୁକ୍ ଶବ୍ଦ l


ନା ଅଛି ମନ୍ଦିରରେ ଗହଳି   

ନା ଅଛି ରାସ୍ତାରେ ଜନ ଗହଳି l


ଶୂନ୍ ଶାନ୍ ହୋଇଯାଇଛି ଆଜି ଗାଁରୁ ସହର

ଫେରିଆଣ ପ୍ରଭୂ ନିରୀହ ପ୍ରାଣୀଙ୍କ ଖୁସିର ସଂସାର l


ସାରା ପ୍ଠଥିବୀ ବାସୀ ଆଜି ଅଟକି ଯାଇଛନ୍ତି ତୁମରୀ ଲିଳାରେ

ଦୟାକର ପ୍ରଭୂ ସାରା ସଂସାରକୁ ତୁମରୀ ଆଶୀର୍ବାଦରେ l


 


Rate this content
Log in