STORYMIRROR

Srinibas Mahalik

Others

2  

Srinibas Mahalik

Others

ଫେକ୍ ଲଭ୍

ଫେକ୍ ଲଭ୍

1 min
14.2K


ଆଜିକାଲି ଲଭ୍ ପିଲାମାନଙ୍କର

ଗଙ୍ଗେଇ ମାଆଙ୍କୁ ଜଣା

ଦିନ କେଇଟାରେ ଲଭ୍ ତାଙ୍କର

ହୋଇଯାଏ ବାଟ ବଣା..

ଅଛି ବୋଧେ କିଛି ଊଣା..

ନହେଲେ କାହିଁକି ଲଭ୍ ତାଙ୍କର

ବ୍ରେକ୍ ଅପ୍ ରେ ହୁଏ ଗଣା ।।

କେତେକ କୁହନ୍ତି ଲଭ୍ ର ଅର୍ଥ

ଟାଇମ୍ ପାସ୍ ଆଉ ସେକ୍ସ

ବ୍ରେକ୍ ଅପ୍ ହୋଇଲେ କମେଣ୍ଟ ରଖନ୍ତି

ସେ ଥିଲା ମୋର ଏକ୍ସ..

ଏଭଳି ଦେଖିଛି କେସ୍..

ଲଭ୍ ବ୍ରେକ୍ ଅପ୍ ସେକ୍ସ ଶବ୍ଦର

ଚାଲେ ଏଠି ନିତି ରେସ୍ ।।

@ବିଜୟନଗର,ଗଣିଆ,ନୟାଗଡ଼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍