STORYMIRROR

PURNA CHANDRA PANDA Purna

Children Stories Action Others

2  

PURNA CHANDRA PANDA Purna

Children Stories Action Others

ପଦିଏ କଥା

ପଦିଏ କଥା

1 min
78


ପାପକୁ ସଂଚୟ କରି ମୃତ୍ୟୁକୁ କେ ଲୁଚିକରି କର୍ମକୁ କେ ବାଛିକରି ହୋଇନି ଥୟ, କୌଶଳେ ପ୍ରଭୁ ପ୍ରସନ୍ନ ବିନା ଅଧ୍ୟୟନେ ଜ୍ଞାନ କୃପାଣ ରକ୍ତ ରଂଜିତେ କରିନି ଜୟ,, ସତ୍ୟ ସନ୍ଧାନ ଏକ ପନ୍ଥା, ଚକ୍ଷୁହିନେ ଧାତା ଯେହ୍ନେ ଯଷ୍ଟି ବ୍ୟବସ୍ଥା ll


ଜୀବନ ଦର୍ଶନ ଆଶା ମୃତ୍ୟୁ ଚେତନାର ଭାଷା ସଭିଏଁ ହେଜିବା ଏହି ସତ୍ୟ ପ୍ରକ୍ରିୟା,ଚିରନ୍ତନ ଏ ଚେତନା ବାଦ୍ ପଡିପାରେନା ଆଗକୁ ବଢିବା ଶକ୍ତି କର୍ମ ପଣିଆ, ଅଣ୍ଟାକୁ ସଳଖି ରଖିବା, ଯେତେଦିନ ଏଜୀବନ ବଞ୍ଚି ଶିଖିବା ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍