Sudip Choudhury
Others
ପବନର ତାଳେ ତାଳେ,
ବର୍ଷା ଆଗମନ କାଳେ, ତୁହି ଝୁଲୁଥାଉ ଗଛ ।
ତୋତେ ଧରିବାକୁ ଗଲେ ହେଉ ତୁହି ଆଗପଛ ।।
କେତେବେଳେ ଝୁଙ୍କି ପଡି ,
ତୋତେ ଯଦି ବସେ ମାଡି ।
ମୋତେ ତୁହି ଦେଇ ଠେଲି ,
ଯାଉ କଷ୍ଟ ହୁଏ ବୋଲି ।।
ଅହିଂସା
ବିଭାବରୀ
ମନ ପକ୍ଷୀ
ଖୁସି
ପାଦର ପାଉଁଜି
ଦଶହରା
ମା ମଙ୍ଗଳା
ପ୍ରଭାତ
ପବନର ତାଳେ ତାଳ...
ହଜିଯିବ ଦିନେ ଯ...