STORYMIRROR

Sudip Choudhury

Others

2  

Sudip Choudhury

Others

ବିଭାବରୀ

ବିଭାବରୀ

1 min
142

ହସଇ କୈରବ , କୈରବୀ ସ୍ପର୍ଶରେ ,

ବିଭାବରୀ ରାଣୀ ଆସେ ପାଲିଙ୍କିରେ ।

ବିଭାବରୀ ରାଣୀ ରଙ୍ଗେ ବିଭାବରୀ ,

ଆସେ ସେ କାହିଁକି ଅନ୍ଧକାର କରି ??

ଆଗମନ ତା'ର ଅତୀବ ସୁନ୍ଦର,

ଏକ ଇନ୍ଦୁ ବହୁ ବିନ୍ଦୁ ସମାହାର ।

ଦେବୀ ନିଦ୍ରାବତୀ, ସହଚରୀ ତା'ର ,

ତାଙ୍କ ଅଙ୍କେ ଥାଏ ନିଦ୍ରାର ଭଣ୍ଡାର ।।


Rate this content
Log in