Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pravatirani Mohanty

Others

4  

Pravatirani Mohanty

Others

ପବନ

ପବନ

1 min
12



ଗ୍ରୀଷମ ସମୟେ ସୂର୍ଯ୍ୟଙ୍କ ତେଜରେ

ବହଇ ଝାଞ୍ଜି ପବନ

ରାସ୍ତା ଘାଟ ସବୁ ତାତି ଯାଉଥାଏ

ବିକଳ ଜନ ଜୀବନ

କାଳ ବୈଶାଖି ସାଙ୍ଗକୁ ଖଣ୍ଡିଆ

ଭୁତ ଟି ହୁଅଇ ସୃଷ୍ଟି

କେତେ ବେଳେ ପୁଣି ଅଚାନକ ଭାବେ

ହୋଇ ଥାଏ କିଛି ବୃଷ୍ଟି

ଭୁପୃଷ୍ଠରସ୍ତର ତାତି ବଢିଗଲେ

ବହଇ ଝାଞ୍ଜି ପବନ

ଥଣ୍ଡା ପବନ ର ଟିକିଏ ପାଇଁକି 

କଷ୍ଟ ଲାଗଇ ଜୀବନ

ଜୀବନ ପାଇଁକି ପବନ ଟି ଲୋଡ଼ା

ଦରକାର ହୋଇଥାଇ

ପବନ ନ ଥିଲେ ଦିେବ ବୁର୍ବିପାକ

ସବୁକୁ ଡାକି ଆଣଇ

ପବନ ପାଇଁକି ବିଜୁଳି ଉପରେ

ନିର୍ଭର ଟି କରିଥାଉ

ବିଜୁଳି ପଙ୍ଖା ଓ ଏ ସି ଲଗାଇକି

ଗରମରୁ ରକ୍ଷପାଉ ।।


Rate this content
Log in