STORYMIRROR

Dipti lekha Mishra

Others

4.5  

Dipti lekha Mishra

Others

ପାର୍ବଣ ଦିନ

ପାର୍ବଣ ଦିନ

1 min
268


ଆଜି ର ଦିନ.....

କିଏ ପଡିଛି

ପ୍ରକୄତିର ମାୟାରେ

ତ ଆଉ କିଏ

ସଂସାରର ମାୟାରେ

କିଏ ମାତିଛି ଖେଳରେ

ତ ଆଉ କିଏ ଚୋରୀକରିବାରେ

କିଏ ପଡିଛି ରୋଗଶଯ୍ଯାରେ

ତ ଆଉ କିଏ ଦ୍ବନ୍ଦ ଜାଲରେ ॥

ଏ ପାର୍ବଣ ପରବ କାହାଲାଗି ଶୁଭ

ତ କାହା ପାଈଁ ଏ ଦିନଅଶୁଭ

କାହାମୁହଁରେ ଫୁଟାଏ ହସ

ତ ଆଉ କାହା ମୁହଁରେ କ୍ରନ୍ଦନ॥


ଦିପ୍ତୀଲେଖା ମିଶ୍ର


Rate this content
Log in