STORYMIRROR

Kalish Chandra Parhi

Others

3  

Kalish Chandra Parhi

Others

ପାକିସ୍ଥାନ

ପାକିସ୍ଥାନ

1 min
339


ପାକିସ୍ଥାନ୍ ପାକିସ୍ଥାନ୍

ତମେ ବଡ ବେଇମାନ୍ ,

ମଣିଷଜାତିର କଳଙ୍କହେତମେ

ତମେ ବଡ ସଇତାନ୍ ।

ପାକିସ୍ଥାନ୍ ।।

ଭାରତ ମାଟିର ଦାୟାଦ ମୁଁ

କହୁଅଛି ଆଜିଶୁଣରେଶୁଣ,

ନୟନତଳରୁ ଝରେଖାଲିଆଜି

ପ୍ରତିଶୋଧର ଅଗ୍ନିବାଣ ।

ଆତଙ୍କବାଦରରକ୍ଷାକବଚସାଜି

ଭାବିଅଛ ଅବାମାରିନେଇଯିବବାଜି

ଧର୍ମଦ୍ରୋହୀ,

ସ୍ବର୍ଗକୁ ହାତବଢାଉଚ ତମେ

ବାମନ ହୋଇ ।।

କଟିବ ହାତ

ଝରିବ ରକ୍ତ

ପ୍ରତି ମୁହୂର୍ତ୍ତରେ ପାକିସ୍ଥାନ୍ ତମେ

ହୋଇବ ହୋଇବ

ମର୍ମାହତ ।।

ତମକୂଟ ନୀତି ସାରାବିଶ୍ବରେ

ପଡିଚି ଧରା ,

ମୁହଁତୋଡ ଆଜି ଭାଙ୍ଗି ଯାଇଛି

ତମରି ପରା ।

ଆରେ ବର୍ବର

ସରିଯାଇଅଛି ତମରି ଖେଳ

ହେ ପଙ୍ଗପାଳ

ଆସିଯାଇଅଛି କରତଳେଗଣ୍ଡ

ଥାପିବା ବେଳ ।।

ବାରବାର ତମେ ଲଗାଇଚ ଲୀଳା

ସୀମାନ୍ତ ଘାଟିରେ ଶୃଗାଳର ବଳା

ମୁହଁ ଛପାଦେଇ ଆରେକାପୁରୁଷ

ଚକମା ଦେଖାଅ ପରା ,

ବିଶ୍ବାସ ଘାତୀ ସାବଧାନ୍ ହୁଅ

ବୁଡିବ ତମର ଭେଳା ।।

ସୁପ୍ତ ସିଂହର ନିଦ୍ରାଭାଜିଚି

ଦେଖିଚକିତାର ଅଗ୍ନିଡୋଳା,

ମହାଭାରତୀୟ ଚେତନା ହୋଇଛି

ରକ୍ତସ୍ଖଳା

ସହିବନି ଆଉ ତମରି ଜ୍ଜାଳା।।

ଛାଡରେ ଛାଡରେ ସଇତାନୀବୁଦ୍ଧି

ଶୀଘ୍ର ଛାଡ ,

ଭାରତୀୟଙ୍କର ମନସ୍ତତ୍ତ୍ବକୁ

ଭଲକରି ଥରେ

ପଢରେ ପଢ ।

ସୁଧୁରିଯିବ--

ନହେଲେ ତମର ରକ୍ଷା ନାହିଁତ

ମଢପରେଖାଲି

ଉଠିବ ମଢ ।।

କୈଳାସ ଚନ୍ଦ୍ରପାଢୀ । କୁମାରପୁର । ଭଦ୍ରକ।


Rate this content
Log in