STORYMIRROR

Bhabani charan Mishra

Others

3  

Bhabani charan Mishra

Others

ପାଗଳ

ପାଗଳ

1 min
13.7K


ତୁମକୁ ଖୋଜି ମୁଁ ଏମିତି ହଜିଲି

ଠିକଣା ହଜିଲା ଯେତେ ..।

ନିଜକୁ ହଜେଇ ଜଗତ ଖୋଜିଲି

ମିଳିଲନି ତୁମେ ମୋତେ..॥

ବହୁ ଦିନ ପରେ ଦେଖାହେଲା ଥରେ

ପଚାରିଲ ତୁମେ ମୋତେ..।

ଚିହ୍ନା ଚିହ୍ନା ତୁମେ ଲାଗ ହେଲେ

ଏଇ..କୁହ କିଏ ତୁମେ ସତେ..??

ଭାବୁଥିଲି ବସି ସତେ ମୁଁ ଏଇଠି

ପରିଚିତ କୋଉ ନାମେ..?

ନାଆଁ ଭୁଲିଗଲି ଚେହେରା ଭୁଲିଲି

ସବୁ ଭୁଲିଗଲି ଦିନେ..॥

କହୁଥିଲା କିଏ

ବାଷ୍ପ ରଦ୍ଧ କଣ୍ଠେ..

ଶୁଭୁ ଥିଲା ମୋର କାନେ..।

ହାଏ..ରେ ପାଗଳ ପ୍ରେମି

ଧନ୍ୟ ପ୍ରେମ ତୋର ପ୍ରେମେ..॥

ଭାତ ମୁଠେ ଆଜି

ପାଇଲୁ ତାହାଠୁ..

ତୋ ପ୍ରେମର ପ୍ରତିଦାନେ..??

ହସିଲି ମୁଁ ବସି କ୍ଷଣେ..।

କୋଉ ପାଗଳକୁ

କିଏ କହୁଥିବ ଜଣେ..!!

କୋଉ ଦୁନିଆରେ

କିଏ ମୋର ଅଛି..?

ମୋତେ କେ କହିବ କେଣେ..???

ହା..ହା..ହା..

ହା..ହା..ହା..

ହା..ହା..ହା..

ବେଶି..ଭାବିଲେ..

ପାଗଳ ହେଇଯିବ ଶଳା..!!!

ହା..ହା..ହା..

ମୁଁ..ଯେ..

ଏକ ପାଗଳ ଭଅଁର..

ପରିଚୟ ମୋତେ ମାଗନା..।

ଅଜଣା..ମୋ..ଘର ଠିକଣା..॥

ଏ..ତାରା..ରା..ରା..ରା..ରା..

ଲି...ଲି....ଲି..

ହା..ହା..ହା..

bhabani charan mishra.

mohana (gajapati )

9438187739


Rate this content
Log in