STORYMIRROR

Ram Prasad Bisoi

Others

2  

Ram Prasad Bisoi

Others

,ପାଗଳ ର ପ୍ରଳାପ-୪

,ପାଗଳ ର ପ୍ରଳାପ-୪

1 min
2.5K


  • ,ପାଗଳ ର ପ୍ରଳାପ-୪

    ଯାନ୍ତ୍ରିକ ମାନବର----------! ବିକାଶଧାରାର ଭାରି ଜ୍ୟାକବୁଟ ତଳେ କେତେଯେ ଜୀବନ ଦଲିଚକଟି ହେଇଯାଉଛି, ଲମ୍ବା ଓସିରିଆ ପିଚୁରାସ୍ତାରେ ବଡ଼ବଡ଼ିଆଙ୍କ ନିସ୍ୱତି ଆଉ ଚାଲିବନି ପାଦଚାଳିତ ରିକ୍ସା,ନିରୁଧିଷ୍ଠ ରିକ୍ସାଵାଲା ତା ସହ ବି ଥିବା ଟିକକ ମଣିଷପଣିଆ ଚାଲିଲା ମଦ, ଡିଜ଼େଲ, ଟଙ୍କା ଦାଦାଗିରିର ଯନ୍ତ୍ରମାନବ ଅଟୋ, ହଜାରେ ଅଟୋ ପରିଚୟ ପାତ୍ର ନାହିଁ, ଜିପିଏସ ନାହିଁ ଦି ଚାରିଟା ଅବଳା କନ୍ୟା ବଳତ୍କାର ହେଲେ ବୋଧେ ପ୍ରଶାସନର ଆଖି ଖୋଲିବ , ପାଗଲର ପ୍ରଳାପ ପ୍ରତିଧ୍ବନିଟିଏ ! କିଏ ? ଶୁଣିବ ,ଶୁଣୁଛି ଆମେ ଅଛେ ସାମାଜିକ ସାଧାରଣତନ୍ତ୍ର ଦେଶେ ଏ ସବୁ ପରା ବିକାଶର ଧାରା ଅମା ନିତି ଯେ ମାରେ କପିଳା କୁ ମାର ତାକୁ ହେଇଛି ପରା ପେଟ କାମୁଡା ରୋଗ ।

    ରାମ ପ୍ରସାଦ ବିଶୋଇ (କାଶ୍ୟପ) ରାୟଗଡ଼ା । ତା-୧୫-୦୫-୧୬ ସମୟ- ସକାଳ-୯-୪୫ ମିନିଟ ।

     
     
 
 
 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍