STORYMIRROR

Ram Prasad Bisoi

Others

2  

Ram Prasad Bisoi

Others

ପାଗଳ ର ପ୍ରଳାପ-୧୧

ପାଗଳ ର ପ୍ରଳାପ-୧୧

1 min
2.4K


ପାଗଳ ର ପ୍ରଳାପ-୧୧

ଶିକ୍ଷାକର୍ମୀ------------------! ମାସିକ ଦରମା ପାଞ୍ଚ ହଜାର, ଟ୍ରେକକେର ନିଏ ମାସିକ ବାର ସହ, ଚାଲିବାକୁ ପଡ଼େ ଛକରୁ ସ୍କୁଲ ଦଶ କିଲୋମିଟର, ଛଅ ମାସ ରେ ଥରେ ମିଳେ ଦରମା ସେଥୁରୁ ପୁଣି କଟେ ଅଠର ସହ ଅଫିସରଙ୍କ ଖର୍ଚ୍ଚ, ଶିକ୍ଷାଗତ ଯୋଗ୍ୟତା ବିଏ, ବିଇଡି, କୁଶଳ ଶ୍ରମିକ ର ଦରମା ଢେର ତା ଠାରୁ ଅଧିକ , ଭୋକିଲା ପେଟରେ କି ହେଇ ପାରିବ ଶିକ୍ଷାର ମାନ ନିର୍ଧାରଣ କିଏ ? ଅନ୍ଧ କାଲ ଏ ଶାସନ କହିଲେ କହିବେ କିଏ ଶୁଣିଛି ଏ ପାଗଳ ର ପ୍ରଳାପ ।

ରାମ ବିଶୋଇ (କାଶ୍ୟପ) ରାୟଗଡ଼ା । ସମୟ-୧୦-୧୦ମିନିଟ, ତା,-୨୩-୦୫-୧୬ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍