STORYMIRROR

Jyotirmoyee Mohanty

Others

2  

Jyotirmoyee Mohanty

Others

ପାଦ ଦର୍ଶନ

ପାଦ ଦର୍ଶନ

1 min
127

ଯେଉଁ ପାଦ ସ୍ପର୍ଶ ପାଇଁ 

ସ୍ୱୟଂ ଭଗବାନ ନିଜେ ହିଁ ପାଗଳ 

ସେହି ପାଦ ଦର୍ଶନେ 

ଧୋଇ ଯାଏ ସବୁ ପାପ ତାପ ସଂତାପ 

ଏକ ଦିବ୍ୟ ଅନୁଭବରେ ଉର୍ଦ୍ଧlୟିତ ହୁଏ ଆତ୍ମା 

ଖୋଲିଯାଏ ମୋକ୍ଷ ର ପଥ....


Rate this content
Log in