STORYMIRROR

Prafulla Chandra Mishra

Others

2  

Prafulla Chandra Mishra

Others

ଓଁକାର ବ୍ରହ୍ମ

ଓଁକାର ବ୍ରହ୍ମ

1 min
277


 ଓଁକାର ବ୍ରହ୍ମ

• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ---------- -------------------- ----------

• ବ୍ରହ୍ମ ରୁ ଓଁକାର ଶବ୍ଦ ହେଉଅଛଇ ନିର୍ଗତ 

• ଉଲ୍ଲସିତ ଅନୁଭବେ ପ୍ରାଣ ହୁଏ ଅଭିଭୁତ

• ପୂତମୟ ହୋଇଉଠେ ଏ ସାରା ଜଗତ୍ର ।।

• ବ୍ରହ୍ମ ମୟ ମୁହୁର୍ତ୍ତ ରେ ସୁରୂଯ ଉଦିତ

• ସାୟଂ ମୂହୁର୍ତ୍ତ ରେ ଉଦେ କୁମୁଦ ବାନ୍ଧବ

• ପ୍ରଭାତେ ପ୍ରଦୋଷେ ମନ ହୁଏ ସୁରଭିତ ।।

• ପାହାନ୍ତିଆ ତାରା ପୁଣି ଡାଆଣିଆ ଖରାତ

• ଦିବସ ସୂରୁଯ କର ରଜନୀ ଜ୍ୟୋତ୍ସ୍ନା ବିଧୈ।ତ

• କରି ସଂସାର କରୁଛି ପରା ବିମୋହିତ ।।

• ରଙ୍ଗ ବେରଙ୍ଗ ରଙ୍ଗର ଫୁଲ ପ୍ରଷ୍ଫୁଟିତ

• ହୁଏ ଦିବା ରଙ୍ଗମୟ ପ୍ରସୁନେ ଶୋଭିତ 

• ଶୁଭ୍ରପୁଷ୍ପ ସଉରଭେ ରାତ୍ରି ବିହ୍ଵଳିତ ।।

• ଓଁକାର ଶବଦ ଶକ୍ତି କରେ ପ୍ରଭାବିତ

• ତା ପ୍ରଭାବେ ଏ ଜଗତ ହୁଏ ପ୍ରଭାୟୀତ

• ପ୍ରଫୁଲ୍ଲ ଫୁଲ ଅଞ୍ଜଳୀ ଘେନ ପ୍ରାଣକାନ୍ତ ।।



Rate this content
Log in