STORYMIRROR

jagabandhu sahu

Others

3  

jagabandhu sahu

Others

ଓଡିଆଣୀ

ଓଡିଆଣୀ

1 min
219

ବାର ମାସେ ତେର ଓଷା ଯିଏ କରେ

    ପରିବାଳ ସୁଖ ପାଇଁ

ଶାଶୁ ଶଶୁର ଓ ସ୍ବାମୀ ସେବା କରେ

     ନିତି ସିଏ କରୁଥାଇ ।


ମଥାରେ ସିନ୍ଦୂର ହାତେ ତାର ଶଙ୍ଖା

     ଦିଶୁଥାଏ ଦାଉ ଦାଉ

ସିଏ ଓଡିଆଣୀ   ମଙ୍ଗଳ କାମିନୀ

   ସିଏ ମୋର ସୁନା ବୋଉ ।


ବୃନ୍ଦାବତୀ ମୂଳେ  ଦିଅଇ ସେ ପାଣି

    କରେ ସେ ଜଳ ତର୍ପଣ

ସକାଳରୁ ସଞ୍ଜ   ବିଭୁ ପାଦେ ଧ୍ଯାନ

     କରେ ସେ ଭକ୍ତି ଅର୍ପଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ