STORYMIRROR

Kalyani Nanda

Others

3  

Kalyani Nanda

Others

ନୟନ ଯୁଗଳ

ନୟନ ଯୁଗଳ

1 min
206

ତୁମେ,

     ସାଗର ର ଗଭୀରତା,

     ଜୋଛନା ର ନିର୍ମଳତା,

     ତୁମେ ଅସ୍ଥିରତା,ତୁମେ ପୁଣି ସ୍ଥିତପ୍ରଜ୍ଞ ।

ତୁମେ,

       ମନର ଅକୁହା କଥା,

       ତୁମେ ପୁଣି ବୋଧଗମ୍ୟ,

       ତୁମେ ରୈ|ଦ୍ର ର ପ୍ରଖରତା,

       ତୁମେ ପୁଣି ରାତ୍ରିର ଶିତଳତା ।

 ତୁମେ,

       କେତେବେଳେ ମରୁଭୂମି ର ମରୀଚିକା,

       କେତେବେଳେ ଉତ୍ତପ୍ତ ବାଲୁକା ପ୍ରାନ୍ତର,

         ତୁମେ ଯେ ଅଟ ସେ ନୟନ ଯୁଗଳ,

       କେବେ ତୁମେ ଚଞ୍ଚଳ,କେବେ ପୁଣି ନିଶ୍ଚଳ ।



        



Rate this content
Log in