STORYMIRROR

Maitreyee Kamila

Others

4  

Maitreyee Kamila

Others

ନୂଆବର୍ଷ

ନୂଆବର୍ଷ

1 min
142


ତୁମକୁ ସ୍ୱାଗତ ୨୦୨୦

ମାଳ ମାଳ ଶୁଭେଚ୍ଛା ଶୁଭ କାମରେ ପୁରି ଉଠୁଛି ତୁମ ଆସିବାର ମହକ,

ଏମିତି ସକାଳ ରେ ତୁମେ ଦିଶୁଥାଅ ସମ୍ପୂର୍ଣ ନୂଆ ସେର ପୁରିବା ଯାଏ,

ତୁମ ଆସିବା ଶବ୍ଦରେ ଘନକୁହୁଡ଼ିରେ ଜାକିଜୁକି ଶୋଇଥିବା ରାସ୍ତାଟି କାକର ଭିଜା ଋତୁ କୁ ଜାବୋଡି ଧରି କାହାର ଫେରିବାର ରାସ୍ତା ଚାହିଁଥାଏ ।

  

ପଛକୁ ଫେରି ଚାହିଁଲେ ଝଡରେ ଭାଙ୍ଗି ପଡିଥିବା ଗଛ

ଆଉ ପତ୍ରଝଡା ଦେଉଥିବା ଡାଳ ,

ତାସହ ବିଛାଡିପଡିଥିବା ଝରାଫୁଲ ସବୁ ମାଟି ର ଅବୁଝା ଆଖିର ସ୍ବପ୍ନ ସାଉଁଟିବାରେ ବ୍ୟସ୍ତ ଥିଲେ ।



Rate this content
Log in