STORYMIRROR

Amitav Sahu

Others

3  

Amitav Sahu

Others

ନୂଆ ବର୍ଷ ନୂଆ କବିତା

ନୂଆ ବର୍ଷ ନୂଆ କବିତା

1 min
530

ପୁରୁଣା ହେଉ କପଟ

ନୂଆ ହେଉ ସଚ୍ଚୋଟ

ପୁରୁଣା ହେଉ ଆଳସ୍ୟ

ନୂଆ ହେଉ କର୍ମଠ ।।


ପୁରୁଣା ହେଉ ଅପରାଧ

ନୂଆ ହେଉ ସାଧୁତା

ପୁରୁଣା ହେଉ ହିଂସା

ନୂଆ ହେଉ ଏକତା ।।


ପୁରୁଣା ହେଉ ଦିନ

ନୂଆ ହେଉ ମନ

ମନରେ ମିଶି ମନ

ବଢାଉ ଥାଉ ମାନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍