STORYMIRROR

Tushar Kanta Prasad

Others

2  

Tushar Kanta Prasad

Others

ନର ପିଶାଚ

ନର ପିଶାଚ

1 min
5.4K


ହେ ବିବେକ ଚ୍ୟୁତ, କରିଲ କ୍ଷତାକ୍ତ,

ମେଣ୍ଟାଇଲ ତୁମ ଦେହର ଭୋକ।

ସାଜିଲି ଶ୍ରୀହୀନା, ହେଲି ବିବସନା,

ପୁରୁଷ ପଣିଆ ରଖିଲ ଟେକ।।


ନାରୀଜନ୍ମ ପାଇ, ଦେହଭୋକି ପାଇଁ,

ସାଜିଲି ଆଜି ସ୍ବାଦିଷ୍ଟ ବ୍ଯଞ୍ଜନ।

ସଜାଅ ପତିତା, ସ୍ବାମୀ ପରିତ୍ୟକ୍ତା,

ସରିଗଲା ପରେ ମନୋରଞ୍ଜନ।।


ଦେହ ଗନ୍ଧ ପାଇ, ବେଗେ ଆସ ଧାଇଁ,

ଶୃଗାଳ ପରିକା ବ୍ଯୂହ ଯେ ରଚ।

ପରୁଷର ଅର୍ଥ, ତୁମ ପାଶେ ବ୍ଯର୍ଥ,

ନର ଜନ୍ମ ଧାରୀ ନର ପିଶାଚ।।



ତୁଷାରକାନ୍ତ ପ୍ରସାଦ

ମୋ-9853092630


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍