Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raj Majhi

Others

3  

Raj Majhi

Others

ନଫୁସକ ସମୟ

ନଫୁସକ ସମୟ

1 min
153


କରିବିନି

ଆଉ ହସ୍ତକ୍ଷେପ

ଚଳିପାର ତମେ

ଏବେ ମନ ମୁତାବକ

କ'ଣ ବା ରହିଛି ବାକି

କେଉଁ କଥାକୁ ବା ରହିଛି ଅପେକ୍ଷା

ଯେବେ ଦେଖି ସାରିଛ ସମୟର ନପୁଂସକତା ।


ନ୍ୟାୟ ଉପରେ ଭରସା

ଅଲଗା କଥା

କର୍ତ୍ତବ୍ୟପଥରୁ ଚ୍ୟୁତ ହେବା

ଅଟେ କିଂକର୍ତ୍ତବ୍ୟମୂଢତା ।

ଅଧର୍ମୀ ହୁଅନା ,ଧର୍ମ ର ପୂଜାରୀ

ଗାଣ୍ଡୀବ ଟେକିବାରେ କରନା ଆଉ କୁଣ୍ଠା

ଯେବେ ଦେଖି ସାରିଛ ସମୟର ନପୁଂସକତା ।


ଇତିହାସର ସୁଧାର

ବିପ୍ଲବକୁ ଆହ୍ୱାନ୍ ନୁହଁ

ଶିଳାଲେଖର ଅଧିକାରୀ

କାଗଜରେ ସିମୀତ ନୁହଁ

ଆଉ କରନି

ପରିବର୍ତ୍ତନର ଏକ ମହାନ କ୍ଷଣର ପ୍ରତୀକ୍ଷା

ଯେବେ ଦେଖି ସାରିଛ ସମୟର ନପୁଂସକତା ।



Rate this content
Log in