STORYMIRROR

MADHU MITA

Others

3  

MADHU MITA

Others

ନକ୍ଷତ୍ର ସତ୍ୟ

ନକ୍ଷତ୍ର ସତ୍ୟ

1 min
165


ଟିକେ ଦିଶୁ..

ଲୁଚି ଯାଉ..

ଲୁଚି ପୁଣି..

କହି ଯାଉ..


ଏଇଠି ସତ..

ଅଳ୍ପ ଦିଶେ...

ଲୁଚି ଯାଏ..

ଆସେ ନାହିଁ..


କିନ୍ତୁ ପୁଣି..

ଦେଖା ଯାଏ..

ଯଦି ବାଦଲ..

ହଟି ଯାଏ..।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍