Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Disambar Meher

Others

5.0  

Disambar Meher

Others

ନିଶଦ୍ଦ ରାତିର ପଥିକ

ନିଶଦ୍ଦ ରାତିର ପଥିକ

1 min
7.0K



ଶୁନଶାନ୍ ସବୁ ରାସ୍ତା

ଦପ୍ ଦପ୍ କରୁଥିଲା ଆଲୁଅବତୀ

ମାଡି ଆସୁଥିଲା କଅଁଲି ଥଣ୍ତା

ଥିଲା ସେଦିନ ଅମାବାସ୍ଯା ରାତି ।

ଭୋ ଭୋ କରି କୁକୁର ଭୁକିଲା

ଛାତିରେ ମୋର ଡର ପସିଲା

ଅଙ୍କାବଙ୍କା ରାସ୍ତାରେ

ମଟର ମୋର ସାଠିଏରେ ଛୁଟିଲା ।

ନଥିଲେ କିଏ ସାଥି

ନଥିଲେ କେହି ପଥିକ

ନିଶଦ୍ଦ ସବୁ ରାସ୍ତା

ଜନଶୂନ୍ଯ ସବୁ ଛକ ।

ସାଇଁସାଇଁ ବହୁଥିଲା ପବନ

ଘର୍ ଘର୍ ହୋଇ ଛୁଟୁଥିଲା ଗାଡି

ପଶୁ ପକ୍ଷୀ କଲେ ଚିତ୍କାର

ଡର ଆସୁଥିଲା ମାଡି ।

ଅଙ୍କାବଙ୍କା ରାସ୍ତାରେ

ମଟର ମୋର ଯାଉଥିଲା ଗଡି

ଅଙ୍କାବଙ୍କା ରାସ୍ତାରେ

ମଟର ମୋର ଯାଉଥିଲା ଗଡି ।


ଡିସମ୍ୱର ମେହେର

ନୂଆପଡା


Rate this content
Log in