STORYMIRROR

RAJANI KANTA SAHU

Others

3  

RAJANI KANTA SAHU

Others

ନିର୍ଲଜ ଆଖି

ନିର୍ଲଜ ଆଖି

1 min
260

ତୁମେ ଗୋଟେ କାମକର,

ଘରୁ ବାହାରିଲା ବେଳେ

ତୁମ ଗାଲରେ

କଳାଟପା ଲଗେଇକ ବାହାର ,


ନଚେତ୍ ଦୁନିଆର ସବୁ ଆଖି

ତୁମ ପାଖେ ଲାଗିଯିବେ,

ତୁମେ ଯେତେ ଚେଷ୍ଟା କଲେବି

କେହି ଯିବେନି ଅନ୍ୟଆଡ଼େ

ଅନ୍ତତଃ ମୋ ଆଖି ନିର୍ଲଜ ପରାୟେ

ଘୁରିବ ତୁମ ଚତୁର୍ଦ୍ଦିଗେ .....।


ତୁମେ ଯେତେଥର ଦେଖିବ ତାଙ୍କୁ

ସେ ସେତେ ଦୀର୍ଘଜୀବି ହେବେ

ଏବଂ

ଅଧିକରୁ ଅଧିକ ଶ୍ୱାସ ପ୍ରଶ୍ବାସ ନେବେ.....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍