STORYMIRROR

Sonali Garnayak

Others

4  

Sonali Garnayak

Others

ନିର୍ଜନତା

ନିର୍ଜନତା

1 min
183

ହଜିଛି କେଉଁଠି ନାହିଁ ତାର ଠିକଣା 

ନିର୍ଜନତା ସାଜିଛି ମୋର ପାଉଣା 

ଅକାତ ଅକାତ ଗଭୀର ଶୂନ୍ୟତା 

କରୁଛି ମୋତେ ପ୍ରତିଥର ନିସ୍ୱତା 

ସାଜିଛି ସାଥି ଏ ନିର୍ଜୀବ ନିକାଞ୍ଚନ 

ପୂର୍ଣ୍ଣ କୋଳାହଳ ଆଜି ହୋଇଛି ଶୂନ୍ୟ

ନାହିଁ ଆଉ ଇଚ୍ଛା ଭିଜଉ ଏ ବର୍ଷା 

ଲିଭେଛି ମନରୁ ସେ ଭରଷା 

ଚାହେଁନା ଲଭିବାକୁ ଲୋକପ୍ରିୟତା 

ଯୁଗାଡ଼ କରିଛି ମୁଁ ସ୍ପଷ୍ଟତା….. 


Rate this content
Log in