Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Others

2  

Satyabati Swain

Others

ନିର୍ବୋଧ

ନିର୍ବୋଧ

1 min
226


ପରଦା ଉହାଡ଼େ

ଏକ ଆଖି ଦିଶେ

ମନକୁ ଆକର୍ଷି

ହୃଦୟରେ ବସେ।


ଚିହ୍ନା ଜଣା ନାହିଁ

ତଥାପି କେଜାଣି

ତା ପାଇଁ ବୁହଇ

ସେନେହ ଉଜାଣି।


ମନ ତ ଚଗଲା

କେତେବେଳେ କା'ରେ

ବାସଇ ରସଇ

ଅଜଣା ସହରେ।


ଏ ଆମ ପୃଥିବୀ

ଭାରି କଦାକାର

ବୁଝେ ନାହିଁ କେହି

ଦରଦୀ ହୃଦୟର।


ତେବେ ବି ମଣିଷ

ନିର୍ବୋଧ ପାଗଳ

ମୃଗ ତୃଷ୍ଣା ପଛେ

ବିକଳ ବିଧୁର।।


*Satyabati swain, balikuda,jagatsinghpur*


Rate this content
Log in