STORYMIRROR

jagabandhu sahu

Others

3  

jagabandhu sahu

Others

ନିର୍ବାଚନ

ନିର୍ବାଚନ

1 min
1.1K

ପାଖେଇ ଆସିଲା ନିର୍ବାଚନ ବେଳ

     ପ୍ରଚାରଟା ଘାଇଁ ଘାଇଁ

କୋଭିଡ଼୍ ନିୟମ  ପୋଡ଼ି ଖାଇକିରି

     ବୁଲୁଥିବେ ସାଇଁ ସାଇଁ ।


ଦଳ ଦଳ ହୋଇ  ଭିଡ ଜମେଇକି

     ଉଡାଇ ଚିହ୍ନର ବାନା

କହି ବୁଲୁଥିବେ  ହେଇଟି ଭାଇନା

     ଏଇଟା ଆମରି ନନା ।


ଆମକୁ ଭୋଓଟ ଦିଅ ତୁମ ମାନେ

    ଆମେ ଅଛୁ ତୁମ ସାଥିରେ

ମଦ ମାଂସ ଖାଇ ଅଲଜୁକ ହୋଇ

   ଗଡିଯିବେ ସିଏ ରାସ୍ତାରେ ।


ଏମିତି ଲୋକକୁ ଭୋଟ ଦେବା ଯଦି

     ଯିବା ଆମେ ରାସ୍ତା କଡ଼କୁ

ତେଣୁ ସଚେତନ  ହୁଅ ସର୍ବ ଜନ

     ବୁଝାଇ କହିଲି ତୁମକୁ ।


ଉତ୍ତମ ପ୍ରାର୍ଥୀଟେ ବାଛିବା ଯେ ଆସ

     ଆସୁଅଛି ନିର୍ବାଚନ

ତାଙ୍କ ପାଇଁ ପାଞ୍ଚ ବର୍ଷ ହେଲେ ମଧ୍ଯ

    ଆମର ଗୋଟାଏ ଦିନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ