Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Others

3  

Akshayakumar Dash

Others

ନିଜପାଇଁ

ନିଜପାଇଁ

1 min
213


ଅସଂଖ୍ୟ ଭାବନା

ଅଶେଷ ସ୍ୱପ୍ନ

ରାତି ତାରା ସକାଳକୁ ନାହିଁ

କୃଷକ କ୍ଷେତରୁ ଚରିଯାନ୍ତି ପକ୍ଷୀ

ଧୋଇଯାଏ ଫସଲ

ପ୍ରକ୍ରିୟାରେ ପ୍ରତିବନ୍ଧକ

ଗୋପନରେ ଲୁଚୁକାଳୀ ଖେଳ

ମଶାମାନକର କାନ ପାଖେ ସଙ୍ଗୀତ ।

ମଣିଷ ତାର ଅହଂକାର

ବିଜ୍ଞାନକୁ ଅସ୍ତ୍ର କରି

ମାନବତାକୁ ବିଶ୍ୱାସ ଘାତକ କରେ

କେବଳ ପ୍ରତିଷ୍ଠା ଓ ବିସ୍ତାରବାଦରେ

ପ୍ରୟୋଗ କରେ ଭୁତାଣୁ

ଗୁପ୍ତଚୋର ହୋଇ ।

ପର୍ଯ୍ୟବରଣ ସୃଷ୍ଟି ହୋଇଛି

ସକଳ ଜୀବକ ପାଇଁ

ତା କାର୍ଯ୍ୟରେ ପ୍ରତିବନ୍ଧକତ

ନିଜହାତରେ ନିଜ ଜିଭ କାଟିବ ।



Rate this content
Log in