Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

JAMINEE JYOTI JENA

Others

3  

JAMINEE JYOTI JENA

Others

ନୀରବତା...

ନୀରବତା...

1 min
161


ନୟାନ୍ତ ହେଲିଣି ସଂସାର ବୁକୁରେ ।।


ମୁଁ ଯେ ଦିଗହରା ହୋଇ


କେତେ ଲମ୍ବା ପଥ ବାକି ରହିଗଲା ।।


ପାରୁନାହିଁ ଆଉ ସହି


 ଉଠାଣି ରାସ୍ତାର ହସ ଦେଖି ମତେ।।


 ଲାଗିଲାଣି ଭାରି ଡର


ଗଡ଼ାଣି ର ସେହି ଅଟ୍ଟହାସ୍ୟ ଦେଖି।।


 ମନେ ଆସିଲାଣି ଝଡ

  

ହୃଦୟ ର ଶୂନ୍ୟସ୍ଥାନ ଭରିବାକୁ ।।


ଆଶା ନାହିଁ ଆଉ ମୋର


ଭ୍ରମ ର ସାଗରେ ବୁଡି ରହିଛି ମୁଁ।।


ଇଚ୍ଛା ନାହିଁ ଉଦ୍ଧାର ର


ଦୁଃଖ ର ଡଙ୍ଗାରେ ବସି ରହିଅଛି ।।


ନଦୀ ରୂପୀ ଏ ସଂସାରେ


 ନୀରବ ଝଡ ରେ ଜୀବନ ବିତୁଛି।।


 ବଂଚିବା ର ଆଶା ଦୂରେ ।


Rate this content
Log in