Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Latika Bilash

Others

4  

Latika Bilash

Others

ନଈର କଥା

ନଈର କଥା

1 min
389



ନଈ ଟି ଧାଏଁ

ଅମୃତ ସନ୍ଧାନେ

ସାଗରେ ମିଶିବା ପାଇଁ ,

ଗିରି କନ୍ଦର

ବଣ,ପ୍ରାନ୍ତର

କଣ୍ଟା, ପଥର ଡେଇଁ ।


ସାଗର ଗର୍ଭେ

ମିଳନ ଅନ୍ତେ

କାହିଁକି ଏ ଅଶାନ୍ତି 

ବିକଳ ଗର୍ଜନେ

ପଛକୁ ଫେରି

କାନ୍ଦୁଛି ମଥା ପିଟି  ।


ବନ୍ଧନ ମଧ୍ୟେ

ଖୋଜିପାଉନି

ମୁକ୍ତି ର ପୂର୍ବ ପଥ ,

ଅସହ୍ୟ ହୋଇ

କୂଳ ଲଙ୍ଘିଲେ

ହୁଏ ଖାଲି ନିନ୍ଦିତ ।


ଲବଣ ଜଳ

କରେ ବିକଳ

ମାଧୁରୀ ଯାଏ ହଜି ,

କରୁଣ ନେତ୍ରେ

ଉର୍ଦ୍ଧ୍ବ କୁ ଚାହେଁ

ମୋକ୍ଷ ର ମାର୍ଗ ଖୋଜି ।


Rate this content
Log in