STORYMIRROR

Kali Kumar

Others

3  

Kali Kumar

Others

ନିଃସଙ୍ଗ ପଥିକ

ନିଃସଙ୍ଗ ପଥିକ

1 min
402


ନିଃସଙ୍ଗ ପଥିକ ମୁଁ !

ସଙ୍ଗ ହୀନ ହୋଇ

ଜୀବନ ପଥେ ଚାଲେ,

ସ୍ବପ୍ନ ଆଉ ଲକ୍ଷ୍ୟର ଅସ୍ପଷ୍ଟ ଭବିଷ୍ୟତ ନେଇ ।।


ନିଃସଙ୍ଗ ପଥିକ ମୁଁ !

ନିଜ ସାଥି ନିଜେ ହୋଇ

ବର୍ତ୍ତମାନକୁ ବଞ୍ଚି ଯାଏ,

ନିଜକୁ ଅତୀତର ମିଛ ଆଶ୍ୱାସନା ଦେଇ ।।


Rate this content
Log in