STORYMIRROR

Bikhyat Bihari Mishra

Others

2  

Bikhyat Bihari Mishra

Others

ନିବେଦନ

ନିବେଦନ

1 min
2.8K


ନିଜକୁ କେବେବି ବଡ କବି ଭାବି

ଛୋଟକୁ କରନି ଥଟ୍ଟା

ସମୟ ଆସିବ ଛୋଟ ବି ଲେଖିବ

ହୃଦୟସ୍ପର୍ଶି କବିତା...

ଲେଖୁଛିବି ଯିଏ ନୂଆକରି ତାକୁ

କର ସଦା ଉତ୍ସାହିତ

ତେବେ ସିନା ତାର ସୁପ୍ତ ଭାବନା ଟି

ହୋଇବ ନିଶ୍ଚେ ଜାଗ୍ରତ...


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ