STORYMIRROR

Prabhanjana Tripathy

Others

3  

Prabhanjana Tripathy

Others

ନିଅ,

ନିଅ,

1 min
323

ସହଶ୍ର ଆୟୁ ସଂଚାରୁ ପ୍ରାଣେ

ଶତ ସହଶ୍ର କୋଟି

କେବଳ ମିଳୁ ଏକ ଉନ୍ମାଦ

ନିଜ ନାମେ ଥାଉ ଫୁଟି

ବିଶ୍ୱରେ ଉଠୁ କୀର୍ତ୍ତି ଗାଥା

ନହେଉ ଭବିଷ୍ୟ ମ୍ଲାନ

ନାନା ଉଯୋଗେ ପ୍ଲାବିତ ହେଉ

ମିଳୁ କୋଟି ସମ୍ମାନ

ଭବିଷ୍ୟତେ ଯାଉ ଇତିହାସେ ନାମ

ନିଡର ଜୀବନ ଜିଅଁ

କୋଟି ଗନ୍ଧର୍ବ ଯୌବନ ଭରୁ

ମହା ବଳିଆନ ହୁଅ

ଆଉ କି ଦେବି ମୁଁ ଛିନ୍ନ ହସ୍ତା

କେବଳ ଦେଇ ଜାଣେ ଦୀକ୍ଷା

ନିଅହେ ବିପ୍ର କୋଟିଏ ଆଶିଷ

ନିଅ ହେ କୋଟିଏ ଶିକ୍ଷା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍