STORYMIRROR

Suresh chandra Padhy

Children Stories Others

3  

Suresh chandra Padhy

Children Stories Others

ନେତାଜୀ ସ୍ମରଣେ

ନେତାଜୀ ସ୍ମରଣେ

1 min
816


ଆଜି ନେତାଜୀ ସୁବାଷ ବୋଷ ଙ୍କ 

ଶୁଭ ଜନ୍ମ ଦିନ

ଆଜିର ଏହି ମହାନ ଦିନ ରେ ଘେନ ସର୍ବେ ଅଭିନନ୍ଦନ

କଟକ ର ଓଡ଼ିଆ ବଜାର ରେ ଜନ୍ମ ନେଇଥିଲେ

ଉଚ୍ଚଶିକ୍ଷା ପାଇଁ ବିଦେଶ କୁ ବି ଯାଇ ଥିଲେ

ଆଜାଦ୍ ହିନ୍ଦ ଫୌଜ କୁ ସେ ଗଢିଥିଲେ

କେତେ ଓଡିଆ ବୀର ସେଥିରେ ଯୋଗ ଦେଇ ଥିଲେ

ସେ ଆମ ଟାଣୁଆ ନେତା ହୋଇ ଥିଲେ

ଭାରତ କୁ ସ୍ୱାଧୀନ କରିବାକୁ ଅଗ୍ନି ବର୍ଷି ଭାଷଣ ଦେଇଥିଲେ

 ତୁମେ ମୋତେ ରକ୍ତ ଦିଅ ମୁଁ ସ୍ୱାଧୀନତା ଦେବି ସେ କହୁଥିଲେ

ପ୍ରତି ଓଡ଼ିଆ ଙ୍କ ଭିତରେ ଅସୀମ ସାହସ ଭରିଥିଲେ

ରେଡ଼ିଓ ରେ ଭାଷଣ ଦେଇ

ସାରା ବିଶ୍ୱ ରେ ଚହଳ ପକାଇ ଥିଲେ

ଇଂରେଜ୍ ସାଥେ ଲଢ଼ି ନିଜ ବୀରତ୍ବ ଦେଖାଇଲେ

ସୁବାସ ବୋଷ ଆଜି ବି ଅମର ହୋଇ ରହିଛନ୍ତି

ମହାନ ସ୍ୱାଧୀନତା ସଂଗ୍ରାମି ରୂପେ ଇତିହାସ ରେ ସ୍ଥାନ ପାଇଛନ୍ତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍