STORYMIRROR

Chittaranjan Nanda

Others

3  

Chittaranjan Nanda

Others

ନେପୋଲିଅନ୍ ବୋନାପାର୍ଟ ଠାରୁ ଶିଖ

ନେପୋଲିଅନ୍ ବୋନାପାର୍ଟ ଠାରୁ ଶିଖ

1 min
397

ଶିଳ୍ପପତିର ଚାମଚା ଯିଏ ଚାଷୀ କଥା ବୁଝିଵ 

କି ସେହି ଖାଲି ବାଡୁଅ ପୁଅ ହେଲେ?

ଗାଡି ଚକ ତଳେ ଚାଷୀ ମାରିବ ଚାଷୀର ସ୍ତ୍ରୀ ପିଲା

ଲୁହ ଵୁଝିଵ ସିନା ପରିବାର ବୋଝ ଥିଲେ


ଦୁଃଖୀଙ୍କ ଦୁଃଖ କିପରି ବୁଝିବ ଜାଣି କରି

ଅଜଣା ହୋଇ ରହିଲେ 

କି ଲାଭ ହେବ ଜନତାର ପୁଞ୍ଜିପତିର ଟଙ୍କା 

ପାଇ ନିର୍ବାଚନ ମିଶନ କଲେ?


ସୈନିକ ହୋଇ ଫ୍ରାନ୍ସ ଦେଶର ସେବା ପାଇଁ  

ନେପୋଲିଅନର ଇଚ୍ଛା ଥିଲା 

ଶିଖ କିଛି ଜ୍ୟୋତିଷ କଥାରେ ନାସ୍ତି ବାଣୀ ଶୁଣି  

ମନ ତାଙ୍କ ଦୁଃଖ ହୋଇଲା.


ଦେଶ ସେବା ଗଣତନ୍ତ୍ରର ପ୍ରତିଷ୍ଠା ପାଇଁ ଦାର୍ଶନିକ 

ଋଷୋ ପଥ ପ୍ରଦର୍ଶକ ହେଲେ 

ତାଙ୍କର ଆଦର୍ଶେ ନେପୋଲିଅନ୍ ଦିନେ ଫ୍ରାନ୍ସ 

ଦେଶର ରାଷ୍ଟ୍ରମୁଖ୍ୟ ତ ହେଲେ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍