Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

3  

Prafulla Chandra Mishra

Others

ନବବର୍ଷର ନିମନ୍ତ୍ରଣ

ନବବର୍ଷର ନିମନ୍ତ୍ରଣ

1 min
194


o ନୂତନ ବର୍ଷ ର ନିମନ୍ତ୍ରଣ

• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ---------- -------------------- ----------

• ନୂଆବର୍ଷରେ ଆଜି ନୂଆସୂର୍ଯ୍ୟ,, ହେଇ ଆକାଶରେ

• ସତେକି ସୋହାଗ ସିନ୍ଦୂର ଦିଗାଙ୍ଗୀ ମଥାରେ

• ଉକୁଟି ଉଠିଲାଣି ଆହା କି ଅପୂର୍ବ ଚିତ୍ରରେ

• କୁଆ, କୋଇଲି ଙ୍କ କୁଜନ ଶବ୍ଦରେ ।।

• ସ୍ଵର୍ଣ୍ଣାଭ ରବିକର ପ୍ରଥମ ସ୍ପର୍ଶ ଅବିର ବରନେ

• ବିଛୁରିତ ଧରଣୀର କୋଣେ ଅନୁକୋଣେ

• ସବୁଜ ଦୁର୍ବାରେ ଶୀକର ବିନ୍ଦୁ ମାନେ

• ଚିକି୍ମିକି୍ ଆଦିତ୍ୟ କିରଣେ ।।

• ବାଗ,ବଗିଚା,ବନ,ବିଥୀକା ଫୁଲ ବଗିଚା ରେ

• ଆନମନା ହରରଙ୍ଗୀ ଫୁଲରେ ଫୁଲରେ

• ହସିଉଠେ ନୂଆବର୍ଷ ସତେକି ଅଧୀରେ

• ମଧୂଲିଟ ‌ପ୍ରଥମ ଚୁମାରେ ।।

• ପ୍ରଥମମଳୟ ମଧୂ ସଉରଭ ଭରା ଫୁଲରେଣୁ ବୁଣିବୁଣି

• ମଧୂମକ୍ଷୀ ମଧୂଗୁଞ୍ଜରଣ ମନକୁ କି ନିଏ କିଣି

• ଚହଳ ପକାଏ,, ଦେଖ ଦେଖ ରେ ,ଧରଣୀ

• ନୂଆବର୍ଷ ଅଭିନବ ସ୍ଵାଗତ ବାଜେଣି ।।

• ଦେବତାର ପବିତ୍ର ମନ୍ଦିରେ ପ୍ରଥମ ଓଁକାର ଶବଦ

• ପ୍ରଥମ ଶଂଖ ଧ୍ଵନି କବିପ୍ରାଣ କରେ ବିମୋହିତ

• ସତ୍ୟ ଶାନ୍ତି ବନ୍ଧେ ବନ୍ଧୁ ମନକୁ କରରେ ପବିତ୍ର

• ନୂଆବର୍ଷେ କବି କରେ ନିମନ୍ତ୍ରିତ ।। (୨)








Rate this content
Log in